Headlines
Loading...
Odia story/ benefits of story telling to our children/  ଶିଶୁଙ୍କ ପାଇଁ କାହାଣୀ ର ଉପକାରିତା

Odia story/ benefits of story telling to our children/ ଶିଶୁଙ୍କ ପାଇଁ କାହାଣୀ ର ଉପକାରିତା

 Odia story/ benefits of story telling to our children/  ଶିଶୁଙ୍କ ପାଇଁ କାହାଣୀର ଉପକାରିତା:

       

       


        କାହାଣୀ ପିଲାମାନଙ୍କର ଚରିତ୍ର ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗଠନ କରିଥାଏ । କାହାଣୀ ପିଲାର ବୁଦ୍ଧିର ବିକାଶ କରିଥାଏ । କାହାଣୀ ପିଲାଟିକୁ ଉତ୍ତମ ଶିକ୍ଷା  ଦେବାରେ ସହାୟକ ହୋଇଥାଏ । 

        କାହାଣୀ ଗୁଡିକ ପିଲାର ଭବିଷ୍ୟତକୁ ଅତି ଉନ୍ନତ କରି ଗଢି ତୋଳିବାରେ ସହାୟକ ହୋଇଥାନ୍ତି  । କାହାଣୀ ପିଲାକୁ ଉତ୍ତମ ଶିକ୍ଷା ଦେବା ସହ ତାକୁ ନୂତନ ଶବ୍ଦ ସହିତ ପରିଚିତ କରାଇ ଥାଏ । ତାର ଚିନ୍ତାଧାରା ରେ ମଧ୍ୟ ପରିବର୍ତନ ଆଣିଥାଏ । 

        ତାର ପିତାମାତା, ଗୁରୁ ଗୁରୁଜନ ଙ୍କ ସହିତ କାହାଣୀ ମଧ୍ୟ ତାକୁ କିଛି ଉତ୍ତମ ଶିକ୍ଷା ଦେଇଥାଏ । କାହାଣୀ ପିଲାକୁ ଦୟା, କ୍ଷମା, ସଚୋଟତା ,ଉଦାରତା ଆଦି ବହୁତ କିଛି ଶିଖେଇ ଥାଏ । କାହାଣୀ ଶିଶୁର ବୁଦ୍ଧିର ବିକାଶ କରିବା ସହ ତାକୁ ନୂଆ କଥା ଶିଖିବା ପାଇଁ ପ୍ରେରଣା ଯୋଗାଇ ଥାଏ । 


 

I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: