Headlines
Loading...
ହାତୀ ଓ ମାହୁନ୍ତ /The Driver and his Elephant story for kids/ Odia story

ହାତୀ ଓ ମାହୁନ୍ତ /The Driver and his Elephant story for kids/ Odia story

ହାତୀ ଓ ମାହୁନ୍ତ  /The Driver and his Elephant story for kids/ Odia story:

        ଥରେ ଏକ ହାତୀ ର ମାହୁନ୍ତ  ଏକ ବଜାର ଦେଇ ନିଜ ହାତୀକୁ ଆରୋହଣ କରୁଥିଲା | ତାକୁ ବହୁତ ଶୋଷ କଲା  | ସେ ବିକ୍ରୟ ପାଇଁ ପଇଡ଼ ଦେଖିଲା | 

        ସେ ଗୋଟିଏ ପଇଡ  ଆଣିଲା | ପଇଡ ପାଣି ପିଇଲା ଓ ତାର ତୃଷା ମେଂଟାଇଲା | ପଇଡ଼ ଭିତରେ ଥିବା ତାର ଧଳା ଅଂଶ କୁ ଖାଇବାକୁ ଇଛା କଲା | ସେ ହାତୀର ମୁଣ୍ଡରେ ପଇଡ଼  ଭାଙ୍ଗିବା ସହଜ ବୋଲି ସେ ଜାଣିଥିଲା । ତାପରେ ସେ ପଇଡ଼ ଭାଙ୍ଗି ତାର ଭିତରେ ଥିବା ଧଳା ଅଂଶ କୁ ଖାଇଲା । 

        ହାତୀକୁ ବହୁତ ଆଘାତ ହେଲା। ହାତୀମାନେ ପ୍ରକୃତିରେ ଅତି ପ୍ରତିଶୋଧପରାୟଣ ଅଟନ୍ତି। ହାତୀ ମାହୁନ୍ତ ର ଏହି କାର୍ଯ୍ୟ ରେ ପ୍ରତିଶୋଧ ନେବା କୁ ଚାହିଁଲା । ତା ପରଦିନ ମଧ୍ୟ ହାତୀଟି ବଜାରରେ ସେହି ରାସ୍ତା ଦେଇ ଯାଉଥିଲା । ମାହୁନ୍ତଟି ହାତୀ ଉପରେ ବସିଥିଲା । 

        

         ତା ପରେ ସେ ତାର ଶୁଣ୍ଢରେ ଏକ ପଇଡ଼ ଏକ ଦୋକାନରୁ ଆଣିଲା । ସେ ତା ଶୁଣ୍ଢ ଉଠାଇ ମାହୁନ୍ତ କୁ ବହୁତ ଜୋରେ ପିଟିବାକୁ ଲାଗିଲା । ମାହୁନ୍ତ ଟି ହାତୀ ପାଖରୁ ଖସି ଯାଇ ପାରିଲା ନାହିଁ । ହାତୀଟି ଏପରି ପ୍ରତିଶୋଧ ନେବ  ବୋଲି ମାହୁନ୍ତ ଟି କେବେବି କଳ୍ପନା କରିନଥିଲା ।

        ଏହିପରି ବାରମ୍ବାର ହାତୀଟି ତାକୁ ଆଘାତ କରିବା ପରେ ମାହୁନ୍ତ ଟିର ମୃତ୍ୟୁ ଘଟିଥିଲା । 

        Moral:ଜେସା କୁ ତେସା । 

                

I'm Harapriya Mishra. I live in Bhubaneswar, Odisha, India. I love to write stories. Here in my blog I write some interesting stories in Odia language for kids.

0 Comments: